ଭୁବନେଶ୍ବର ଉପକଣ୍ଠ ଏୟାରଫିଲ୍ଡ଼ ଥାନା ପଞ୍ଚୁପଲି ଗାଁରେ ବୋମାମାଡ଼ରେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି।
ଗତକାଲି ରାତିରେ ବୋମାମାଡ଼ କରି ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Credible Local News of Odisha