ଭୁବନେଶ୍ବରର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ ଗିରଫ

ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ।

ରେଡ୍‌ ବେଳେ ୨ଟି ବଡ଼ କୋଠା, ୨ଟି ଫ୍ଲାଟ, ୫ଟି ପ୍ଲଟ ମିଳିଥିଲା। ୧ କୋଟି ୪୮ ଲକ୍ଷର ବ୍ୟାଙ୍କ ଜମା, ୫୩୬ ଗ୍ରାମ ସୁନା ମିଳିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes