ଭୁବନେଶ୍ବରରେ ହୋଟେଲ ଚେକିଂ କଡ଼ାକଡ଼ି

ଅପରାଧ ନିୟନ୍ତ୍ରଣ ପାଇଁ ଭୁବନେଶ୍ବରର ହୋଟେଲ ଗୁଡ଼ିକରେ କଡ଼ାକଡ଼ି ଚେକିଂ କରିଛି କମିସନରେଟ ପୁଲିସ।

ରାତିରେ ଭୁବନେଶ୍ଵରରେ ୫୮ଟି ହୋଟେଲକୁ ଯାଞ୍ଚ କରିଛି କମିସନରେଟ ପୁଲିସ।‌ ମାଷ୍ଟରକ୍ୟାଣ୍ଟିନ୍‌ରେ ୧୪, ରାଜମହଲ ନିକଟରେ ୨୭ଟି, ବୁଧେଶ୍ବରୀରେ ୭ ଓ ଶୈଳଶ୍ରୀ ବିହାର ଅଞ୍ଚଳରେ ୧୦ଟି ହୋଟେଲରେ ଯାଞ୍ଚ କରିଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version