କୁକୁରଙ୍କ କାନରେ ଟ୍ୟାଗ ଲଗାଯିବ ଏବଂ ବିଏମ୍ସି ପାଖରେ ସବୁ ତଥ୍ୟ ରହିବ ନେଇ ସୂଚନା ଦେଲେ ମେୟର ସୁଲୋଚନା ଦାସ।
ପୋଷା କୁକୁର ମାଲିକ କିଏ, ବୁଲା କୁକୁର କୁଆଡ଼େ ଯାଉଛନ୍ତି ସବୁ ତଥ୍ୟ ରହିବ। ବନ୍ଧ୍ୟାକରଣ ଓ ଭ୍ୟାକ୍ସିନ ହୋଇଛି କି ନାହିଁ ସମସ୍ତ ତଥ୍ୟ ରହିବ।ଏହା ଦ୍ୱାରା ସହର ସୁନ୍ଦର ରହିବ, କୁକୁର ସୁରକ୍ଷିତ ରହିବେ କହିଛନ୍ତି ମେୟର।