ଭୁବନେଶ୍ବରରେ ବିଜେପିର ମିଳିତ ସମ୍ବାଦିକ ସମ୍ମିଳନୀ; ବିଭିନ୍ନ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ

ଓଡ଼ିଶାରେ ଶିକ୍ଷା ଓ ସ୍ବାସ୍ଥ୍ୟ ସ୍ଥିତି ଭୁଶୁଡ଼ିପଡ଼ିଛି, ରାଜ୍ୟର ଦୁଇ ତୃତୀୟାଂଶ ଲୋକ ଦାଦନ ଖଟିବାକୁ ଚାଲିଗଲେଣି, ଜାତୀୟ ସ୍ତରରେ ମୁଣ୍ଡ ପିଛା ସ୍ବାସ୍ଥ୍ୟ ଖର୍ଚ୍ଚ ୨୦୧୪ଟଙ୍କା ଥିବା କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ମୁଖ୍ୟମନ୍ତ୍ରୀଙ୍କୁ କଣ୍ଢେଇ ପରି କଣ୍ଟ୍ରୋଲ କରାଯାଉଛି କହିଛନ୍ତି ବୈଜୟନ୍ତ ପଣ୍ଡା। ସେହିଭଳି ସାନବାବୁ କହି ବର୍ଷିଛନ୍ତି ଅପରାଜିତା। ସାନବାବୁ ମୁଖ୍ୟମନ୍ତ୍ରୀଙ୍କୁ ଘୋଡ଼ାଇକି ରଖିଛନ୍ତି, ସାନବାବୁଙ୍କ ବିନା ଅନୁମତିରେ CMଙ୍କୁ କେହି ଭେଟି ପାରୁନାହାନ୍ତି କହିଛନ୍ତି ଅପରାଜିତା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes