ଭୁବନେଶ୍ବରରେ କମ୍‌ ଟଙ୍କାରେ ଘର ଦେବେ ସରକାର: ମନ୍ତ୍ରୀ

ଆଫୋର୍ଡେବଲ୍‌ ହାଉସିଂ ସ୍କିମ୍‌ରେ ଘର ଦେବାକୁ ସରକାର ଯୋଜନା କରୁଛନ୍ତି କହିଲେ ନଗର ଉନ୍ନୟନ ମନ୍ତ୍ରୀ। ସାଧାରଣ ଲୋକେ କମ୍‌ ଟଙ୍କାରେ କିପରି ଭୁବନେଶ୍ବରରେ ଘର ପାଇବେ, ଏଥିପାଇଁ ବିଡିଏ ଓ ହାଉସିଂ ବୋର୍ଡ ଘର ତିଆରି କରୁଛି କହିଛନ୍ତି ମନ୍ତ୍ରୀ କଷ୍ଣଚନ୍ଦ୍ର ମହାପାତ୍ର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes