ଭୁବନେଶ୍ବରରେ ଅଟୋ ଡ୍ରାଇଭରଙ୍କୁ ୨୭ ହଜାର ଟଙ୍କା ଫାଇନ

ପରିବହନ ଅଧିକାରୀମାନେ ଗାଡ଼ି ଯାଞ୍ଚ ବେଳେ ଜଣେ ଅଟୋ ଚାଳକଙ୍କ ଠାରୁ ୨୭ ହଜାର ଟଙ୍କା ଫାଇନ କରିଛନ୍ତି।

ଡି ଏଲ୍ ନଥିବାରୁ ୫ ହଜାର, ପରମିଟ୍ ନଥିବାରୁ ୧୦ ହଜାର,
ଇନସ୍ୟୁରାନ୍ସ ପାଇଁ ୨ ହଜାର, ରେଜିଷ୍ଟ୍ରେସନ ଓ ଫିଟନେସ ସାର୍ଟିଫିକେଟ ନଥିବାରୁ ୫ ହଜାର ଫାଇନ୍ ଓ ଡିଏଲ ନଥିବା ଡ୍ରାଇଭରଙ୍କୁ ଗାଡି ଚଳାଇବା ପାଇଁ ଅନୁମତି ଦେଇଥିବାରୁ ୫ ହଜାର ଫାଇନ କାଟିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes