ଭୁବନାନନ୍ଦ ପବ୍ଲିକ ସ୍କୁଲର ଗୁଡି ଉଡା ଦିବସ ପାଳିତ

ସଦର ବ୍ଲକ ପଦ୍ମପୁର ସ୍ଥିତ ଭୁବନାନନ୍ଦ ପବ୍ଲିକ ସ୍କୁଲ,ପୁଟୁଳିଆ ରେ ଗୁଡି ଉଡା ଦିବସ ପାଳିତ ହୋଇଛି। ବିଦ୍ୟାଳୟ ନର୍ସରୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଗୁଡି ପ୍ରସ୍ତୁତ କରି ଅଂଶଗ୍ରହଣ କରିଥିଲେ।

ଗୁଡିଉଡା ଦିବସ ସିନିୟର ବିଭାଗର ରୋହିତ ପିଙ୍ଗୁଆ ପ୍ରଥମ,ଅଜିତ ସଏ ଦ୍ବିତୀୟ,ସୁରେନ୍ଦ୍ର ନାୟକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ଜୁନିୟର ବିଭାଗ ରାଜ ସଏ ପ୍ରଥଥ,ଧିରେନ୍ଦ୍ର ଦେହୁରୀ ଦ୍ବିତୀୟ,ଯୋଗେନ୍ଦ୍ର ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସବ ଜୁନିୟର ବିଭାଗରେ ଜ୍ୟୋତି ପ୍ରକାଶ ବାରିକ ପ୍ରଥମ,ଗୁଲସନ ପିଙ୍ଗୁଆ ଦ୍ବିତୀୟ,ରାଜିବ ସଏ ତୃତୀୟ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes