ଭୀମତାଳି ପଞ୍ଚାୟତରେ ଉଦଘାଟନ ହେଲା ଅମ୍ବୃତ ସରୋବର

ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଭୀମତାଳି ପଞ୍ଚାୟତରେ ଉଦଘାଟନ ହେଲା ଅମ୍ବୃତ ସରୋବର । ଜିଲ୍ଲାପାଳ ଏହାକୁ ଉଦଘାଟନ କରିଥିଲେ। ବିଶେଷ କରି ଜିଲ୍ଲାର ସର୍ବ ପ୍ରଥମ ଭାବେ ଏହି ଅମ୍ବୃତ ସରୋବର ଏହି ଭୀମତାଳି ପଞ୍ଚାୟତରେ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି।

ସୁନ୍ଦର ପରିବେଶ ସହ ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ଲୋକମାନେ ଏଠାରେ ମୋନଭରି ବୁଲାବୁଲି କରିବା ସହ ମଜା ନେଇ ପାରିବେ ବୋଲି ଜିଲ୍ଲାପାଳ ବିନିତ୍ ଭରଦ୍ୱାଜ କହିଛନ୍ତି। ଉପଜିଲ୍ଲାପାଳ ସୁଶାନ୍ତ ବାରିକ ଓ ଉଦଳା ବିଡ଼ିଓ ଦେବଜାନୀ ଭୁଁୟା ପ୍ରମୁଖ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes