ବାଣୀବିହାର କ୍ୟାମ୍ପସରେ ଏବିଭିପି ଛାତ୍ର ଓ ଅଣଛାତ୍ର ଗଣ୍ଡଗୋଳ ଘଟଣାରେ ଭିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି।
ଅଣଛାତ୍ରଙ୍କୁ କ୍ୟାମ୍ପସ୍କୁ ପ୍ରବେଶ ନ କରାଇବା ପାଇଁ ଭିସିଙ୍କୁ ଦାବିପତ୍ର ଦେଇଛନ୍ତି।
ଆକ୍ରମଣ କରିଥିବା ଅଣଛାତ୍ରଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି।ଅନ୍ୟ ଗୋଷ୍ଠୀ ପକ୍ଷରୁ ମଧ୍ୟ ଥାନାରେ ପାଲଟା ଅଭିଯୋଗ ହୋଇଛି।