ଭିମସାରକୁ ଯାନ ସକାଶେ ଟେଣ୍ତର ବିଜ୍ଞପ୍ତି

ସମ୍ବଲପୁର ଜିଲ୍ଲା ଭିମସାର ବୁର୍ଲାକୁ ଭଡାରେ ଗୋଟିଏ ଡିଜେଲ/ପେଟ୍ରୋଲ ଚାଳିତ ଏସି ଯାନ(ବୋଲେରୋ/ଆରଟିଗା)ମାସିକ ଭଡା ହିସାବରେ ଲଗାଇବା ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଡ ଦାଖଲର ଶେଷ ଦିନ ଜୁଲାଇ ୨୫ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version