ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଗୋଷ୍ଠୀ ଭିତ୍ତିକ ଥଇଥାନ ଏବଂ ସାମଗ୍ରିକ ବିକାଶର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଧୁବାମୁଣ୍ଡ, ସୋନପୁର ସ୍ଥିତ ରେଆର ମୁଖ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରବୀଣ ବର୍ମା CEO, TPWODL ବୁର୍ଲା ଏବଂ ସମ୍ମାନିତ ଅତିଥି ଭାବରେ ଶ୍ରୀ ଗୁର୍ ବୁକ୍ଷ ଚାନ୍ଦ ଜଗୋତ CRC ନିର୍ଦ୍ଦେଶକ ବଲାଙ୍ଗୀର ଯୋଗ ଦେଇଛନ୍ତି।