ଭିତରକନିକା ଜଙ୍ଗଲ ଭିତରେ ମାଆପୁଅ ନିଖୋଜ

ବୁଧବାର କଙ୍କଡ଼ା ଧରିବାକୁ ଯାଇ ମାଆ ଓ ୧୮ ବର୍ଷୀୟ ପୁଅ ନିଖୋଜ ଅଛନ୍ତି। ଉଭୟ ରାଜନଗର ବ୍ଲକ ଦେବେନ୍ଦ୍ର ନାରାୟଣପୁର ଗାଁର ହୋଇଥିବା ସୂଚନା ମିଳିଛି।

୫ ଦିନ ହେଲାଣି ପତ୍ତା ମିଳୁନି। ୧୦ଟି ଟିମ୍ କରି ମାଆପୁଅଙ୍କୁ ଖୋଜାଖୋଜି କରୁଛି ବନ ବିଭାଗ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes