ଭିଡ଼ ହିଂସା ନିୟନ୍ତ୍ରଣ କରିବା ପାଇଁ STU ଓ STG ସ୍ପେଶାଲ ୟୁନିଟ ଗଠନ କଲା କମିଶନରେଟ ପୋଲିସ।
ERSS ଓ PCR ଗାଡ଼ିରେ ଏହି ଫୋର୍ସ ମୁତୟନ ହେବେ। କୌଣସି ସ୍ଥାନରେ ଭିଡ଼ ହିଂସା ଦେଖାଦେଲେ ସ୍ଥିତି ନିୟନ୍ତ୍ରଣ କରିବେ ଏବଂ ସହରାଞ୍ଚଳ ଆତଙ୍କୀ ନିୟନ୍ତ୍ରଣ ଓ VVIP ଗସ୍ତବେଳେ ନଜର ରଖିବେ ଏମାନେ।
Credible Local News of Odisha