ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗୋଲାପ ଚନ୍ଦ୍ର ହାଂସଦାଙ୍କ ବାରିପଦା ଘର, ବୌଦ୍ଧ ଭଡ଼ା ଘର ଓ RTO ଅଫିସ୍ରେ ଆଜି ସକାଳୁ ଚଢ଼ାଉ କରିଛି ଭିଜିଲାନ୍ସ।
ମୟୂରଭଞ୍ଜ ଖୁଣ୍ଟା ପୈତୃକ ଘର, ଭୁବନେଶ୍ବର ପାଣ୍ଡରାରେ ଝିଅ ରହୁଥିବା ଫ୍ଲାଟ୍ ଓ ବାରିପଦା ସହଯୋଗୀଙ୍କ ଘରେ ମଧ୍ୟ ରେଡ୍ ଚାଲିଛି।
Credible Local News of Odisha