ଭିଜିଲାନ୍ସ ଜାଲରେ ତରଭା ସବ୍‌ରେଜିଷ୍ଟ୍ରାର ମୁଖ୍ୟ କିରାଣି

ସୁବର୍ଣ୍ଣପୁର ଜିଲ୍ଲା ତରଭା ସବ୍‌ରେଜିଷ୍ଟ୍ରାର ମୁଖ୍ୟ କିରାଣି ଶିବପ୍ରସାଦ ଗୁରୁ ୪ ହଜାର ଲାଞ୍ଚ ନେଲା ବେଳେ ଧରିଛି ଭିଜିଲାନ୍ସ।

ଜମି ରେଜିଷ୍ଟ୍ରୀ କରିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version