ସମ୍ବଲପୁର ଜିଲ୍ଲା ଜମନ୍କିରାର ଆର୍ଆଇ ମନୋଜ କୁମାର ମହାନନ୍ଦ ଆଜି ୯ ଜହାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ଏକ ମାମଲାର ରିପୋର୍ଟ ଦେବା ପାଇଁ ସେ ଲାଞ୍ଚ ନେଉଥିଲେ।
Credible Local News of Odisha