୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ କଟକ ଖଣି ବିଭାଗ ଉପ-ନିର୍ଦେଶକ ଦେବବ୍ରତ ମହାନ୍ତି। କୋଇଲା ପରିବହନ ଅନୁମତି ପାଇଁ ନେଉଥିଲେ ଲାଞ୍ଚ। ଅଫିସ ଓ ବାସଭବନ ସମେତ ୩ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ।
Credible Local News of Odisha