ଭିଜିଲାନ୍ସ ଜାଲରେ ଆରଆଇ

ଭଦ୍ରକ ଜିଲ୍ଲା କେନ୍ଦୁଆପଦା ଆରଆଇ ଶରତ କୁମାର ଜେନା ୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ।

ଘରବାରି ପଟ୍ଟା ପ୍ରଦାନ ପାଇଁ ୯ ହଜାର ଲାଞ୍ଚ ନେଉଥିଲେ। ଶରତ ଜେନାଙ୍କ ୩ଟି ଠିକଣାରେ ଚଢ଼ାଉ ଜାରି ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes