ଭାସି ଯାଇଥିବା ଦ୍ୱିତୀୟ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

କୋଣାର୍କ ଜାହାନିଆ ପୀର ସମୁଦ୍ର ବେଳାଭୂମିରୁ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।

ମୃତକ ଜଗତସିଂହପୁର ପଣସପଡ଼ା ଅଞ୍ଚଳର ସାଗର ଅଲ୍ଲୀ। ପିକ୍‌ନିକ୍‌ରେ ଆସି ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ୨ ଯୁବକ। ଜଣଙ୍କ ମୃତଦେହ ଗତକାଲି ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version