ଭାସିଯାଇଥିବା ବୋଟରୁ ସମସ୍ତ ଯାତ୍ରୀ ଉଦ୍ଧାର (ଅପଡେଟ)

ପାରାଦୀପରୁ ମହାକାଳପଡ଼ାର ବାହାକୁଦ ଫେରିଘାଟକୁ ଫେରୁଥିବା ଏକ ଯାତ୍ରୀବାହୀ ବୋଟ ଶନିବାର ସନ୍ଧ୍ୟାରେ ଫ୍ୟାନ ବେଲ୍ଟ ଛିଣ୍ଡି ଯିବାରୁ ପ୍ରଖର ସ୍ରୋତରେ ବୋଟଟି ସମୁଦ୍ର ମୁହାଁ ଭାସି ଯାଇ ଅଧବାଟରେ ଅଟକି ରହିଥିଲା l
ପରେ ପ୍ରଶାସନ ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ବୋଟ ଦ୍ୱାରା ଉଦ୍ଧାର କରିବାରେ ସଫଳ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes