ଆଜି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଶରଧାପୁର ଗ୍ରାମର ୩୩ ବର୍ଷ ବୟସ୍କ ସଂସାର ନାଏକ ନିଜ ଘରୁ ଡ୍ୟୁଟି ଯିବା ସମୟରେ ରାସ୍ତାରେ ତାଙ୍କୁ ଦୁଇଟି ଭାଲୁ ଆକ୍ରମଣ କରିଥିଲେ।
ଯାହା ଫଳରେ ତାଙ୍କୁ ଏବେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି। ସଂସାର କଣିହାଁ କୋଇଲାଖଣିରେ ଜଣେ ଠିକା ଡ୍ରାଇଭର ଭାବେ କାମ କରନ୍ତି।