ଭାର ସାମ୍ୟ ହରାଇ ହାଇୱା:ଦୁର୍ଘଟଣା ଗ୍ରସ୍ତ; ଅଳ୍ପକେ ବଞ୍ଚିଲେ ଚାଳକ

ଭାରାସାମ୍ୟ ହରାଇ କେନ୍ଦୁଝର ଜିଲ୍ଲା ପାଟଣା କରଞ୍ଜିଆ ଦେଇଯାଇଥିବା ୨୨୦ ରାଞ୍ଚି ବିଜୟୱାଡା ଜାତୀୟ ରାଜପଥ ର ହଳଦିବଟା ଛକ ନିକଟରେ ଗୁରୁବାର ବିଳମ୍ବିତ ରାତ୍ରି ଏକ ଓଡ଼ି ୦୫ ଏ ଭି ୫୭୦୮ ନମ୍ବର ବିଶିଷ୍ଟ ଚିପ୍ସ ବୋଝେଇ ହାଇୱା ଭରସାମ୍ୟ ହରାଇ ରାସ୍ତା ରବାମ ପାର୍ଶ୍ୱ ରେ ଥିବା ୨୫ ରୁ ଉର୍ଦ୍ଧ୍ବ ସୁରକ୍ଷା ଖୁଣ୍ଟି ଭାଙ୍ଗି ପାଲଟି ଯାଇଛି।

ଗାଡିର କାଚ ଭାଙ୍ଗିବା ସହ ଗାଡି ସମ୍ପୂର୍ଣ୍ଣ ରାସ୍ତା ତଳ କୁ ଓଲଟି ପଡିଛି।ଚାଳକ ଅଳ୍ପକେ ବର୍ତ୍ତିଛନ୍ତି।ହାଇୱାଟି ଏକ ଘରୋଇ ଠିକା ସଂସ୍ଥାର ବୋଲି ଜଣା ପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes