ଭାରସାମ୍ୟ ହରାଇ ରାସ୍ତା କଡକୁ ମାଡ଼ିଗଲା କାର

ଖୋର୍ଦ୍ଧା-ବଲାଙ୍ଗିର ଏନଏଚ- ୫୭ ବେଗୁନିଆ ନିକଟରେ ଏହି ଦୁର୍ଘଟଣା ଘଟିଛି।

କାରରେ ଥିବା ୪ ଜଣଙ୍କ ମଧ୍ୟରୁ ମେଡିକାଲରେ ଜଣଙ୍କର ମୃତ୍ୟୁ ଘଟିଛି।କାର୍ ଯୋଗେ ୪ ଜଣ ଯୁବକ ନୟାଗଡ଼ରୁ ଭୁବନେଶ୍ଵର ଯାଉଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes