ଭାରସାମ୍ୟ ହରାଇ ବ୍ରିଜରୁ ତଳକୁ ଖସିଲା ସ୍କୁଟି: ୩ ମୃତ

କନ୍ଧମାଳ ଜିଲ୍ଲା ରାଇକିଆ ଥାନା ମଣ୍ଡାକିଆ ବୁଡ଼ାମାହା ବ୍ରିଜରେ ଏହି ଘଟଣା ଘଟିଛି।

୩ ମୃତ ଯୁବକ ବେରେଡାକିଆ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ମୃତଦେହ ଉଦ୍ଧାର କରି ମେଡିକାଲ ପଠାଇଛି ରାଇକିଆ ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes