ଭାରସାମ୍ୟ ହରାଇ ବସ୍ ଓଲଟି ୨୦ ଆହତ, ଜଣେ ମୃତ

ମୟୁରଭଞ୍ଜ ଜିଲ୍ଲା ବାରିପଦା ଏନ୍ଏଚ୍ ୧୮ କୁଳିଅଣା ବାଲିମୁଣ୍ଡୁଳି ଛକରେ ଏହି ଦୁର୍ଘଟଣା ଘଟିଛି।

କରଞ୍ଜିଆରୁ ବାରିପଦା ଆସୁଥଲା ବେଳେ ବସଟି ଓଲଟି ପଡିଥିଲା।
ସମସ୍ତ ଆହତଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version