ଭାରସାମ୍ୟ ହରାଇ ଟ୍ରକ ପଛକୁ ପିଟିଲା ବସ୍, ୩ ଗୁରୁତର

୪୦ ଯାତ୍ରୀଙ୍କୁ ନେଇ ଅନୁଗୁଳରୁ ଟାଟା ଯାଉଥିବା ବସ୍ କେନ୍ଦୁଝର ସଦର ଥାନା ଡଙ୍ଗାପାଣି ଗାଁ ନିକଟରେ ଟ୍ରକ ପଛକୁ ପିଟିଛି।

୩ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes