ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା କାର୍‌: ବରକନିଆଁ ଗୁରୁତର

ସୋନପୁର- ବଲାଙ୍ଗିର ରାସ୍ତା କୃଷିବିଜ୍ଞାନ କେନ୍ଦ୍ର ନିକଟରେ ଏହି ଦୁର୍ଘଟଣା ଘଟିଛି।

କାର୍‌ରେ ଥିବା ବରକନିଆଁ ସହ ଆଉ ୪ ଜଣ ମଧ୍ୟ ଆହତ ହୋଇଛନ୍ତି।ଗୁରୁତର ବରକନିଆଁଙ୍କୁ ବୁର୍ଲା, ୪ ଆହତଙ୍କୁ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସମ୍ବଲପୁରରୁ ଟିଟିଲାଗଡ଼ ଖପସି ଅଞ୍ଚଳକୁ ବିବାହ ସାରି ଫେରୁଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes