ଭାରସାମ୍ୟ ହରାଇ ଅଟୋ ଓଲଟି ପଡ଼ିବାରୁ ୧୧ ଆହତ

ଗଞ୍ଜାମ ଜିଲ୍ଲା ରମ୍ଭା କଣ୍ଟିଆଗଡ଼ ରାସ୍ତାରେ ଘଟିଛି ଏହି ଦୁର୍ଘଟଣା।

ଗଣେଶ ମୂର୍ତ୍ତି ଭସାଣ ପାଇଁ ଯୁବକମାନେ ଅଟୋରେ ଯାଉଥିବା ବେଳେ ଓଲଟି ପଡ଼ିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version