ଭାରପ୍ରାପ୍ତ କୁଳପତିଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆଜି ଅପରାହ୍ନରେ ଭାରପ୍ରାପ୍ତ କୁଳପତି ଭାବେ ବ୍ରହ୍ମପୁର ଖଲିକୋଟ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ ମହାନ୍ତି ଦାୟିତ୍ବ ଗ୍ରହଣ କରିଛନ୍ତି।

କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣିଙ୍କ ଆଜି କାର୍ଯ୍ୟ କାଳ ଶେଷ ହୋଇଥିଲା। ଅନ୍ୟ ପଟେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ନୂତନ କୁଳପତି ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚୟନ ପ୍ରକ୍ରିୟା ଜାରି ରହିଛି।ମେ ୬ ତାରିଖ ରେ କୁଳାଧିପତି ନୂତନ କୁଳପତି ଚୟନ କରିବେ ବୋଲି ଜଣାପଡିଛି।ନୂତନ କୁଳପତି ଦାଇତ୍ଵ ଗ୍ରହଣ ନେବା ପର୍ଯ୍ୟନ୍ତ ପ୍ରଫେସର୍ ମହାନ୍ତି ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ୱ ତୁଲାଇବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes