ଭାରତ ବନ୍ଦ: ଭୁବନେଶ୍ୱରରେ ପିକେଟିଂ ସହ ବିକ୍ଷୋଭ

କୃଷକ ସଂଗଠନ ଓ ଟ୍ରେଡ୍‌ ୟୁନିୟନର ଭାରତ ବନ୍ଦ ଡାକରା ଯୋଗୁଁ ଭୁବନେଶ୍ୱର ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପିକେଟିଂ ସହ ବିକ୍ଷୋଭ କରାଯାଇଛି।

ରାଉରକେଲା ଓ ଅନୁଗୁଳର ବିଭିନ୍ନ ସ୍ଥାନରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes