ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଅଭିଯୋଗରେ ଭାରତ ବନ୍ଦ ପାଳନ କରାଯାଉଛି। ଭାରତ ମୁକ୍ତି ମୋର୍ଚ୍ଚା, ST/SC, OBC ମୁକ୍ତିମୋର୍ଚ୍ଚା ପକ୍ଷରୁ ବନ୍ଦ ପାଳନ ହେଉଛି।
ଵଲାଙ୍ଗିର ସହରରେ ଭାରତ ବନ୍ଦ ପାଳନର ପ୍ରଭାବ ଅନୁଭୂତ ହୋଇଛି।ସକାଳୁ ସକାଳୁ ଆନ୍ଦୋଳନକାରୀଙ୍କ ପିକେଟିଂ ଆରମ୍ଭ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଡାକଘରକୁ ବନ୍ଦ କଲେ, ଗାଡ଼ି ମୋଟର ଅଟକାଇଲେ। ମଜବୁତ ୟୁଜିସି ବିଲ୍ ଲାଗୁ କରିବା ଦାବିରେ ବନ୍ଦ ପାଳନ କରିଛନ୍ତି।