ଭାରତୀୟ ମହିଳା ଟି -ଟ୍ୱେଣ୍ଟି ଦଳରେ ଦୁଇ ଓଡ଼ିଆ

ଆସନ୍ତା 23 ରୁ 28 ତାରିଖ ପର୍ଯ୍ୟନ୍ତ ପୁନେର ଏମସିଏ ଷ୍ଟାଡିଅମରେ ହେବାକୁ ଥିବା ମହିଳା ଟି -ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳରେ ଓଡ଼ିଶାର ସୁଜାତା ମଲ୍ଲିକ ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାମିଲ ହୋଇଥିବା ବିସିସିଆଇ ପକ୍ଷରୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes