ଭାଜପାର ମଣ୍ଡଳ ସ୍ତରୀୟ ଲଭାର୍ଥୀ ସମ୍ମିଳନୀ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ପଞ୍ଚାୟତର ଘିଚାପାଲି ମେଟାକାନି ବଜାର ନିକଟରେ ଭାଜପା ପକ୍ଷରୁ ଲାଭାର୍ଥି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ସୁବର୍ଣ୍ଣପୁର ଜିଲ୍ଲା ଭାଜପା ସଭାପତି ପ୍ରମୋଦ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଲାଙ୍ଗୀର ସାଂସଦ ସଙ୍ଗୀତାକୁମାରୀ ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୋଦି ସରକାରଙ୍କ ନଅ ବର୍ଷର ଶାସନ ମଧ୍ୟରେ ବିଭିନ୍ନ ଜନହିତକର ଯୋଜନା ସମ୍ବନ୍ଧରେ ବୁଝେଇବା ସହ ଉକ୍ତ ଯୋଜନା ଗୁଡିକ ତଳ ସ୍ତରରେ ସାଧାରଣ ଲୋକଙ୍କୁ ବୁଝାଇବାକୁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes