ଭାଗବତ ସପ୍ତାହ ପାରାୟଣ ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ବ୍ଲକ ଖଣ୍ଡହତା ପଂଚାୟତର ରିଜୁମୁଣ୍ଡା ନବରୁଷି ମଠ ଠାରେ ଶ୍ରୀମଦ ଭାଗବତ ସପ୍ତାହ ପରାୟଣ ଅନୁଷ୍ଠିତ ହୋଇଯାଇଛି।

ବ୍ୟାସ ଭାବରେ ତପନ ଦାସ ଆଶୁତୋଷ ପଣ୍ଡା ଦାୟତ୍ୱ ତୁଲାଉଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes