ରାଜସ୍ୱ ବିଭାଗ ବିଚାର କରିବାକୁ ସଂକେତ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହା ହୋଇପାରିଲେ ଭାଗଚାଷୀମାନେ ସରକାରୀ ସୁବିଧା ପାଇ ପାରିବେ। ବାହାର ରାଜ୍ୟର ଆଇନକୁ ଅନୁଧ୍ୟାନ କରାଯାଉଛି କହିଲେ ରାଜସ୍ବ ମନ୍ତ୍ରୀ।
Credible Local News of Odisha