ଭସାଣିରେ ଗଣ୍ଡଗୋଳ; ୨୦ ଜଣଙ୍କ ନାଁରେ ମାମଲା

କଟକ ସହରର ବାଦାମବାଡ଼ି ଥାନା ଝାଞ୍ଜିରୀମଙ୍ଗଳାରେ ଭସାଣି ବେଳେ ଗଣ୍ଡଗୋଳ ଘଟଣାରେ ୨ ଗୋଷ୍ଠୀର ୨୦ ଜଣଙ୍କ ନାଁରେ ବାଦାମବାଡ଼ି ଥାନାରେ ମାମଲା ରୁଜୁ ହୋଇଥିବା ନେଇ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

ପୁଲିସ ସିସିଟିଭି ଯାଞ୍ଚ ସହ ତଦନ୍ତ ଜାରି ରଖିଛି । ସିସିଟିଭି ଫୁଟେଜ୍‌ରୁ ପ୍ରମାଣ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି ସୂଚନା ଦେଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes