ଭୁବନେଶ୍ୱର ଭରତପୁର ଥାନା ଶ୍ୟାମପୁର ଅଞ୍ଚଳରେ BDA ପକ୍ଷରୁ ଜବରଦଖଲ ଉଚ୍ଛେଦ ହେଉଛି।
ପ୍ରାୟ ୬୮ ଏକର ଜମିରୁ ଚାଲିଛି ଜବରଦଖଲ ଉଚ୍ଛେଦ। କମିଶନରେଟ ପୋଲିସ ପକ୍ଷରୁ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି। BDA ର ୧୫୦ଜଣିଆ ଟିମ୍ ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ଅଛନ୍ତି।
Credible Local News of Odisha