ଭରତପୁର ଜଙ୍ଗଲକୁ ଫେରିଲେ ଦୁଇ ଦନ୍ତା ହାତୀ

ଭୋର ୪ଟାରେ ପଥରଗାଡ଼ିଆ ମଶାଣି ପାଚେରି ଭାଙ୍ଗି ଜଙ୍ଗଲକୁ ଫେରିଲେ ଦନ୍ତା।ଗତ ୩ ଦିନ ହେଲା ଶିଖରଚଣ୍ଡୀ ମୁଣ୍ଡିଆରେ ଥିଲେ ଦୁଇ ଦନ୍ତା।

ଦନ୍ତା ହାତୀଙ୍କୁ ଘଉଡ଼ାଇବା ପାଇଁ ନାଇଟ୍‌ ଅପରେସନ କରିଥିଲା ଚନ୍ଦକା ବନଖଣ୍ଡ।DFOଙ୍କ ନେତୃତ୍ବରେ ଗଠନ ହୋଇଥିଲା ସ୍ପେଶାଲ୍‌ ଟିମ୍‌।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes