ଭବିଷ୍ୟ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ

ବିନିକା-ଫୁଲମୁଠୀ ସ୍ଥିତ ଭବିଷ୍ୟ ଈଂଲିସ ମିଡ଼ିୟମ ସ୍କୁଲରେ ଆଜି ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି ।ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଉଚ୍ଚ କୋଟିର ପ୍ରକଳ୍ପ ମାନ ପ୍ରଦର୍ଶିତ ହୋଇଥିଲା ।ଭାଗ ନେଇଥିବା ଛାତ୍ରଛାତ୍ରୀ ମାନେ ତାଙ୍କ ପ୍ରଦର୍ଶିତ ପ୍ରକଳ୍ପ ଉପରେ ଅଭିଭାବକ/ଅଭିଭାବିକା ମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version