ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଆୟ ଠାରୁ ୩୨୪ ପ୍ରତିଶତ ଅଧିକ ସଂପତ୍ତି ଥିବା ସୂଚନା ମିଳିଛି। ଜେଇଙ୍କର ୨ଟି ବହୁତଳ କୋଠା, ୯ଟି ଦାମୀ ପ୍ଲଟ୍, ନଗଦ ୧ ଲକ୍ଷ ୭୩ ହଜାର ଟଙ୍କା, ୩୫୦ ଗ୍ରାମ୍ ସୁନା ଠାବ ହୋଇଛି।
Credible Local News of Odisha