ଭଦ୍ରକ ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ବିଜେପିର ଧାରଣା

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ବିଜେପିର ବହୁ ନେତା ଓ କର୍ମୀ ଧାରଣାରେ ବସିଛନ୍ତି।

ଉପନିର୍ବାଚନକୁ ପ୍ରଭାବିତ କରିବାକୁ ଶାସକ ଦଳ ଟଙ୍କା ବାଣ୍ଟୁ ଥିବାବେଳେ ଜିଲ୍ଲା ପ୍ରଶାସନ ସ୍ଥାଣୁ ପଲଟିଯାଇଥିବା ବିଜେପି ଅଭିଯୋଗ କରିଛି। ବିଜେପି ଧାମନଗର ଉପନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ଦାବି କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes