ଭୁବନେଶ୍ୱର ସମେତ ୪୫ଟି ରୁଟ୍ରେ ୧୧୭ଟି ବସ୍ ସେବା ବନ୍ଦ ରହିଛି। ସଠିକ୍ ସମୟରେ ଦରମା, EPF ଏବଂ ESI ସୁବିଧା ପ୍ରଦାନ ଦାବି ରଖିଛନ୍ତି କର୍ମଚାରୀ।
ଗାଇଡ୍ଙ୍କ ସୁରକ୍ଷା ସହ ୪ ଦଫା ଦାବିରେ ଆନ୍ଦୋଳନ ଜାରି ରହିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ନ ଓହରିବାକୁ ଧମକ ଦେଇଛନ୍ତି।
Credible Local News of Odisha