ଭକ୍ତଙ୍କ ମଧ୍ୟରେ ଠେଲାପେଲା, ଜଣେ ଆହତ

ପୁରୀ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ସେଡରେ ପ୍ରବେଶ ପାଇଁ ଧାଡ଼ିରେ ଥିବା ବେଳେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ହୋଇଛି।

ଏଥିରେ ଜଣେ ଆହତ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version