ଭଉଣୀର ଶବକୁ ଭାଇ ବ୍ୟାଙ୍କ ନେବା ଘଟଣାରେ ସ୍ପଷ୍ଟୀକରଣ ରଖିଲା ବ୍ୟାଙ୍କ

କେନ୍ଦୁଝର ପାଟଣାରେ ଭଉଣୀର ଶବକୁ ଭାଇ ବ୍ୟାଙ୍କ ନେବା ଘଟଣାରେ ସ୍ପଷ୍ଟୀକରଣ ରଖିଲା ଗ୍ରାମୀଣ ବ୍ୟାଙ୍କର ମୁଖ୍ୟ ଶାଖା। ମାଲିପୋଷି ଶାଖା କର୍ତ୍ତୃପକ୍ଷ ମୃତ ବ୍ୟକ୍ତିର ଶବ ଆଣିବା ପାଇଁ କହିନଥିଲେ, ମୃତଦେହ ଆଣିଥିବା ଜିତୁ ମୁଣ୍ଡା ସେଦିନ ବ୍ୟାଙ୍କକୁ ପ୍ରଥମ ଥର ଆସିଥିଲା। ପୂର୍ବରୁ ଆସିଥିବା ନେଇ ଯାହା କୁହାଯାଉଛି ତାହା ସତ୍ୟ ଆଧାରିତ ନୁହେଁ, ବ୍ୟାଙ୍କ କର୍ତ୍ତୃପକ୍ଷ ଉପଯୁକ୍ତ ପ୍ରମାଣପତ୍ର ଆଣିବା ପାଇଁ କହିଥିଲେ, ବ୍ୟାଙ୍କ ପରିସରକୁ ମୃତଦେହ ଆଣିବାରୁ ପୋଲିସକୁ ଖବର ଦିଆଯାଇଥିଲା କହିଛି ଆଇଓବି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes