ବୟନ ଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ଏକ ସ୍ୱତନ୍ତ୍ର ହସ୍ତତନ୍ତ ମେଳା

ରଥଯାତ୍ରା ଉପଲକ୍ଷେ ବୟନ ଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ଭୁବନେଶ୍ୱରର ଏକାମ୍ର ହାଟ ଠାରେ ଆୟୋଜିତ ସ୍ୱତନ୍ତ୍ର ହସ୍ତତନ୍ତ ମେଳାକୁ ଆଜି ବିଭାଗୀୟ ମନ୍ତ୍ରୀ ରୀତା ସାହୁ ଉଦଘାଟନ କରିଛନ୍ତି l
ଏହି ମେଳା ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଚାଲିବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes