ବଡ଼ଦାଣ୍ଡରେ ପହଞ୍ଚିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁରୀ ଗସ୍ତରେ ଯାଉଥିବା ବେଳେ ବାଟରେ ତାଙ୍କୁ ପୁଲିସ ଆଇନଶୃଙ୍ଖଳା ସ୍ଥିତି ଦର୍ଶାଇ ଅଟକାଇଥିଲା l

ସେ କିଛି ବାଟ ଚାଲି ଚାଲି ଯିବା ପରେ ତାଙ୍କୁ କାରରେ ଯିବାକୁ ଅନୁମତି ମିଳିଥିଲା ଏବଂ ସେ ଶହ ଶହ ସମର୍ଥକଙ୍କ ଗହଣରେ ଶ୍ରୀମନ୍ଦିରରେ ଠାକୁର ଦର୍ଶନ ପାଇଁ ବଡ଼ଦାଣ୍ଡରେ ପହଞ୍ଚିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes