ବ୍ୟାପକ ହେବ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ

ବରଗଡ଼ ଓ ସୋନପୁର ଜିଲ୍ଲାର 25 ହଜାର ହେକ୍ଟର ଜମିକୁ ଜଳସେଚନ ପାଇଁ କାର୍ଯ୍ୟକାରୀ ହୋଇଥିବା ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ବ୍ୟାପକ କରିବାକୁ ଆଜି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି l

ପୂର୍ବରୁ ବାଦ ପଡ଼ିଥିବା 12 ଟି ଗାଁର 5750 ହେକ୍ଟର ଜମିକୁ ଯୋଜନାରେ ସାମିଲ କରିବାକୁ 185 କୋଟି ଟଙ୍କାର ଟେଣ୍ଡରକୁ ମଞ୍ଜୁରୀ ମିଳିଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version