ଜଣେ ବ୍ୟକ୍ତି ଆଜି ଜମି କିଣିବା ପାଇଁ ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଅପର୍ତ୍ତିବିନ୍ଧା ଷ୍ଟେଟ ବ୍ୟାଙ୍କରୁ 12 ଲକ୍ଷ ଟଙ୍କା ଉଠାଇ ବ୍ୟାଙ୍କ ସମ୍ମୁଖରେ ଗାଡି ଡ଼ିକିରେ ତାହା ରଖୁଥିବା ବେଳେ ଲୁଟର ଶିକାର ହୋଇଛନ୍ତି l
ଦୁଇଜଣ ଲୁଟେରା ତାଙ୍କ ଠାରୁ ଟଙ୍କା ବ୍ୟାଗ ଝାମ୍ପିନେଇ ଚମ୍ପଟ ମାରିଛନ୍ତି l
Credible Local News of Odisha