ବ୍ୟାଗ୍‌ ଭିତରୁ ନବଜାତର ମୃତଦେହ ଉଦ୍ଧାର

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପଛପଟ ପଡ଼ିଆରୁ ମୃତଦେହ ଉଦ୍ଧାର ହୋଇଛି।

ମୃତ ଶିଶୁ କାହାର ଓ କିଏ ପିଙ୍ଗିଲା ଜଣାପଡ଼ିନି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes